ଏଟିଏମ୍ ଲୁଟେରା ଗିରଫ

ଏଟିଏମ୍ କାର୍ଡ ଜରିଆରେ ୧୧ ଲକ୍ଷ ଠକେଇ ମାମଲାରେ ମନୋଜ ସାହୁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

ଅଭିଯୁକ୍ତର ଘର ଗଞ୍ଜାମ ଜିଲ୍ଲାରେ। ବିଶେଷକରି ମହିଳାଙ୍କୁ ଟାର୍ଗେଟ୍ କରି ଲୁଟ୍ କରି ଆସୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes