ମା’ ତାରିଣୀ ୱାକର୍ସ କ୍ଲବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ମା’ ତାରିଣୀ ୱାକର୍ସ କ୍ଲବ ପକ୍ଷରୁ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ପରାମର୍ଶ ଅନୁଷ୍ଠିତ ହୋଇଛି ।

କ୍ଲବର ସଭାପତି ତଥା ବରିଷ୍ଠ ଡାକ୍ତର ପି ସି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲେଜ ରୋଡ଼ ସ୍ଥିତ ସୁଶୃତ ମେଡିକେୟାର ପରିସରରେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଉକ୍ତ ଶିବିରରେ ଆରବିଏସ,ସ୍ନାୟୁ ପରୀକ୍ଷା, ମଧୁମେହ,ଇସିଜି, ହିମୋଗ୍ଲୋବିନ ଆଦି ରୋଗର ନିରୂପଣ ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes