ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳର ଏକ ଲଜ୍ରୁ ମୃତଦେହ ଉଦ୍ଧାର ହୋଇଛି।
ମୃତ ଯୁବତୀ କେରଳର ହୋଇଥିବା ସୂଚନା ମିଳିଛି। ପୁରୁଷବନ୍ଧୁ ସହ ଆସି ରହୁଥିଲେ। ପୁରୁଷବନ୍ଧୁ ଫେରାର ଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
Credible Local News of Odisha