ଏଏସ୍ଓ ରେଜଲ୍ଟ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା : ଓପିଏସସି

ଏଏସ୍ଓ ରେଜଲ୍ଟ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ପ୍ରସଙ୍ଗରେ ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି ଓପିଏସସି।

ନିୟମାନୁସାରେ ଚୂଡ଼ାନ୍ତ ରେଜଲ୍ଟ ପରେ କଟ୍ଅଫ୍ ପ୍ରକାଶ ହେବ, ଉତ୍ତର ଓ କଟ୍ଅଫ୍ ମାର୍କ ଏବଂ ବ୍ୟକ୍ତିଗତ ମାର୍କ ଚୂଡ଼ାନ୍ତ ରେଜଲ୍ଟ ପରେ ଆସିବ, କିଛି ପିଲା ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ଭିତ୍ତିହୀନ ଓ ମିଥ୍ୟା ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରେସନୋଟ୍ ଜରିଆରେ ଏହି ପ୍ରତିକ୍ରିୟା ରଖାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes