ଏଏସ୍ଓ ରେଜଲ୍ଟ ବିଭ୍ରାଟ ଅଭିଯୋଗ ନେଇ ଆବେଦନକୁ ଅଗ୍ରାହ୍ୟ ସହ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।
୨୦୧୬ ପଲିସି ଅନୁସାରେ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେବା ସହ
ସବୁ ପରୀକ୍ଷାର୍ଥୀଙ୍କ ମାର୍କ ମଧ୍ୟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ନିଯୁକ୍ତି ପ୍ରକ୍ରିୟା ଶେଷ ପରେ ମାର୍କ ପ୍ରକାଶ କରିବାକୁ କୋର୍ଟ କହିଛନ୍ତି।