ଋଣ ଜାଲିଆତି ପାଇଁ ବ୍ୟବସାୟୀଙ୍କ ଘରେ ସିବିଆଇ ଚଢ଼ାଉ

ୟୁନିଅନ ବ୍ୟାଙ୍କରୁ 4 କୋଟି 11 ଲକ୍ଷ ଟଙ୍କାର ଋଣ ଜାଲିଆତି ଅଭିଯୋଗରେ ଆଜି ସମ୍ବଲପୁର ବାଲିବନ୍ଧା ସ୍ଥିତ ଜଣେ ବ୍ୟବସାୟୀଙ୍କ ଘରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଛି l

ଜାଲ ନଥିପତ୍ର ଦେଖାଇ ସେ ଋଣ ନେଇ ଆଉ ଫେରାଇ ନଥିଲେ l ବ୍ୟାଙ୍କର ରିଜିଓନାଲ ଏଜିଏମଙ୍କ ଅଭିଯୋଗ ପରେ ଆଜି ପାଞ୍ଚ ଜଣିଆ ସିବିଆଇ ଟିମ ଚଢ଼ାଉ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes