ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ପରେ ବାପ -ଝିଅ ଗୁରୁତର

ଭଦ୍ରକ ସହରର ଗେଲପୁର ଠାରେ ଆଜି ମଧ୍ୟାହ୍ନରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବାପା ଓ 15 ବର୍ଷୀୟା ଝିଅକୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି l

ତେବେ ବାପା -ଝିଅଙ୍କଘର ସୋରୋ ଅଞ୍ଚଳରେ ହୋଇଥିବା ବେଳେ ସେମାନେ କାହିଁକି ଗେଲପୁର ଆସି ବିଷ ପିଇଛନ୍ତି ପୁଲିସ ତାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes