ଉପନିର୍ବାଚନକୁ ନେଇ ନିଜ ନିଜ ଅସ୍ତ୍ର ପ୍ରଦର୍ଶନ କରୁଛନ୍ତି ବିଜେଡି, ବିଜେପି: ତାରା

ଆଇଟି ଓ ଜିଏସଟି ରେଡ୍ ନେଇ କଂଗ୍ରେସ ବିଧାୟକ ତାରା ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ଏହା ପଲିଟିକାଲ ରେଡ୍, ଉପନିର୍ବାଚନକୁ ନେଇ ନିଜ ନିଜ ଅସ୍ତ୍ର ପ୍ରଦର୍ଶନ କରୁଛନ୍ତି।

ବିଜେପି ଇଡି ଓ ସିବିଆଇ, ବିଜେଡି ଜିଏସଟିକୁ ବ୍ୟବହାର କରୁଛି।
ଲୋକେ ଏକଥା ଜାଣିସାରିଲେଣି, ପଦ୍ମପୁରରେ ଏହାର ପ୍ରଭାବ ପଡ଼ିବ ବୋଲି ତାରା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes