ରାମଚଣ୍ଡୀ ସାହିରେ ୨ଟି ଗୁଟ୍‌ଖା ଗୋଦାମରେ ଚଢ଼ାଉ

ପୁରୀ ଟାଉନ ଥାନା ରାମଚଣ୍ଡୀ ସାହିରେ ୨ଟି ଗୁଟ୍‌ଖା ଗୋଦାମରେ ଚଢ଼ାଉ କରିଛି ତମାଖୁ କଣ୍ଟ୍ରୋଲ ଏନଫୋର୍ସମେଣ୍ଟ ଟିମ୍‌।

ଏନଫୋର୍ସମେଣ୍ଟ ଟିମ୍‌ ବିପୁଳ ଗୁଟଖା ଜବତ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes