ଉପଜିଲ୍ଲାପାଳଙ୍କ ୫-ଟି ସ୍କୁଲ ପରିଦର୍ଶନ

ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ୫-ଟି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟକୁ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଅଚାନକ ପରିଦର୍ଶନ କରିଥିଲେ।

ସେଠାରେ ଛାତ୍ରଛାତ୍ରୀ ଓ‌ ଶିକ୍ଷକଶିକ୍ଷୟିତ୍ରୀ ଙ୍କୁ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes