ମାହେଶ୍ୱରୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ବୌଦ୍ଧ ଜିଲ୍ଲା ଧଳପୁର ପଞ୍ଚାୟତ ଅନ୍ତର୍ଗତ ସାକୁଶିଙ୍ଗା ଠାରେ ଶନି ମନ୍ଦିର ଓ ମାହେଶ୍ୱରୀ ମନ୍ଦିର ନିର୍ମାଣ ପାଇଁ ଆଜି ମନ୍ତ୍ରୀ ଦ୍ବାରା ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ପାନୀୟଜଳ, ଜଙ୍ଗଲ ପରିବେଶ ଓ ସୂଚନା ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ପରିଷଦ ସଭ୍ୟା ତାରାମଣି ପଧାନ, ସ୍ଥାନୀୟ ସରପଞ୍ଚ ସୁଜାତା କର୍ଣ୍ଣଙ୍କ ସହ ଅନ୍ୟାନ୍ୟ ମାନେ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes