ଇନୋଭା, ବାଇକ, ଟ୍ରକ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

ବଲାଙ୍ଗୀର ସହରର ଆରଟିଓ ଛକରେ ଆଜି ମଧ୍ୟାହ୍ନରେ ରାସ୍ତାରେ ଶୋଇଥିବା ଏକ ଗାଈକୁ ବଞ୍ଚାଇବାକୁ ଯାଇ ଏକ ଗହମ ବୋଝେଇ ଟ୍ରକ, ଇନୋଭା ଓ ବାଇକ ପରସ୍ପର ମଧ୍ୟରେ ଧକ୍କା ଖାଇଛନ୍ତି l

ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes