ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପ -ପୁଅ ଗୁରୁତର

ନୂଆପଡା ଜିଲ୍ଲା ସିନାପାଲିର ରାବଣ ଛକରେ ଆଜି ବାଇକରେ ଯାଉଥିବା ବେଳେ ବାପ -ପୁଅ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି l ସେମାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଜିଲ୍ଲା ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି l

ଦୁର୍ବୃତ୍ତ ମାନେ ଏକ କାରରେ ଆସି ବାଇକକୁ ପଛ ପାର୍ଶ୍ଵରୁ ଗୁଳି କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes