ଇଡିରେ ହାଜର ହେଲେ ଜମି ବ୍ୟବସାୟୀ ପ୍ରଭାତ

ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହୋଇଛନ୍ତି ଜମି ବ୍ୟବସାୟୀ ପ୍ରଭାତ ରଂଜନ ପତି।

ଅର୍ଚ୍ଚନା-ଖଗେଶ୍ୱର କିଣିଥିବା ଜମି ବାବଦରେ ସମନ ପରେ ସେ ହାଜର ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes