ଡିସେମ୍ବର ୫ରୁ ଏଫ୍ଆଇଏଚ ବିଶ୍ୱକପ୍ ହକି ଟ୍ରଫି ଟୁର୍ ଆରମ୍ଭ

ଭୁବନେଶ୍ୱରରୁ କୋଲକାତା ଦେଇ ୨୧ ଦିନିଆ ଟୁର୍ କରିବା ସମୟରେ ୧୨ଟି ରାଜ୍ୟ, ଗୋଟିଏ କେନ୍ଦ୍ରଶାସିତ ଅଂଚଳ ବୁଲିବ ଟ୍ରଫି।

୨୧ ଦିନିଆ ଟୁର୍ ସାରି ଡିସେମ୍ବର ୨୫ରେ ଟ୍ରଫି ଓଡ଼ିଶାରେ ପହଞ୍ଚିବ ବୋଲି ସୂଚନା ଦେଇଛି ହକି ଇଣ୍ଡିଆ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes