ଆସନ୍ତା ୮ ତାରିଖ ସୁଦ୍ଧା ବ୍ରଜରାଜନଗର ପ୍ରାର୍ଥୀ ଚୟନ : ନିରଞ୍ଜନ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ ଆସନ୍ତା 8 ତାରିଖ ମଧ୍ୟରେ ଶେଷ ହେବ ବୋଲି ଆଜି କହିଛନ୍ତି ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ l

ପ୍ରାର୍ଥୀ ହେବାକୁ ତିନି ଜଣ ପ୍ରମୋଦ ପ୍ରଧାନ, ସୁବ୍ରତ ଦାଶ, ଜୀବନ ସାର୍ଥକ ଦାଶ ଏବଂ ଆବେଦନ କରିଛନ୍ତି l ପ୍ରାର୍ଥୀ ଚୟନ ପାଇଁ ଝାରସୁଗୁଡା, ସମ୍ବଲପୁର ନେତାଙ୍କୁ ନେଇ କମିଟି କରାଯାଇଥିବା ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes