କଂଗ୍ରେସର ସବୁ ବରିଷ୍ଠ ନେତା ଆସନ୍ତା ୯ରେ ଦିଲ୍ଲୀ ଯିବେ

ରାଜ୍ୟ କଂଗ୍ରେସରେ ପିସିସି ମୁଖ୍ୟ ଚୟନକୁ ନେଇ ବିବାଦ ଚାଲିଥିବା ବେଳେ ଏହାର ସମାଧାନ ପାଇଁ ଆସନ୍ତା 9 ତାରିଖରେ ଦଳର ସବୁ ବରିଷ୍ଠ ନେତା ଓ ବିଧାୟକ ମାନେ ଦିଲ୍ଲୀ ଯିବେ ବୋଲି ଆଜି କହିଛନ୍ତି ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ l

ଦଳର ହାଇକମାଣ୍ଡଙ୍କ ନିକଟରେ ଦଳକୁ କିଭଳି ସୁଦୃଢ କରାଯିବ ସେ ନେଇ ଆଲୋଚନା କରାଯିବ ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes