ଆସନ୍ତା ୨ତାରିଖରେ ଦିଲ୍ଲୀ ଯିବେ ୨୬ ବିଧାୟକ

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡିଶା ବିଧାନସଭା ପକ୍ଷରୁ ଅଭିନନ୍ଦନ ଜଣାଇବାପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଆସନ୍ତା ୨ତାରିଖରେ ଦିଲ୍ଲୀ ଯିବେ ୨୬ଜଣ ବିଧାୟକ l

୩ ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି l ଏଥିରେ ଉପବାଚସ୍ପତି,ଶାସକ ଦଳରେ ମୁଖ୍ୟମନ୍ତ୍ରୀ ସଚେତକ,ବିରୋଧୀଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳର ନେତା ଏଥିରେ ସାମିଲ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes