ଆସନ୍ତା ୧୯ରେ ବିପର୍ଯ୍ୟସ୍ତ ପ୍ରଶମନ ପାଇଁ ସାମୁହିକ ଅଭ୍ୟାସ

ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବନ୍ୟା ଆଶ୍ରୟ ସ୍ଥଳୀରେ ଆସନ୍ତା ୧୯ ତାରିଖ ଦିନ ବିପର୍ଯ୍ୟସ୍ତ ପ୍ରଶମନ ପାଇଁ ସାମୁହିକ ଅଭ୍ୟାସ (ମକ୍ ଡ୍ରିଲ୍) ହେବାର କାର୍ଯ୍ୟକ୍ରମ ରହିଛି ।

ଏହା ପୂର୍ବରୁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes