5 ଜିଲ୍ଲାର 416 ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚଟି ଜିଲ୍ଲାର 416 ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି l ଏହା ମଧ୍ୟରେ କୋରାପୁଟ ଜିଲ୍ଲାର 95 ଟି, ଗଜପତିର 31 ଟି, ସମ୍ବଲପୁରର 40 ଟି, ବଲାଙ୍ଗୀରର 100 ଟି ଏବଂ ଯାଜପୁର ଜିଲ୍ଲାର 150 ଟି ସ୍କୁଲ ଲୋକାର୍ପିତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes