ଆସନ୍ତା ୧୫ ସୁଦ୍ଧା ଆସିବ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ଟିକେଟ

ଏ ନେଇ ଆଜି ଦିଲ୍ଲୀ ଯାଇଛନ୍ତି ପିସିସି ସଭାପତି। ଯିବା ପୂର୍ବରୁ ସେ ଏହା କହିଛନ୍ତି।

ଶନିବାର ସ୍କ୍ରିନିଂ ଓ ରବିବାର ସିଇସି ବୈଠକରେ ଚୂଡ଼ାନ୍ତ ହେବ ବୋଲି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes