ଆସନ୍ତା ୧୪ରୁ ଆରମ୍ଭ ହେବ ଖଦି ପ୍ରଦର୍ଶନୀ

ଆସନ୍ତା ୧୪ରୁ ୨୩ ତାରିଖ ପର୍ଯ୍ୟନ୍ତ ଖଦି ବୋର୍ଡ଼ କାର୍ଯ୍ୟାଳୟରେ ଆରମ୍ଭ ହେବ ଖଦି ପ୍ରଦର୍ଶନୀ ।

୪୦ଟି ଷ୍ଟଲରେ ଖଦିର ସାମଗ୍ରୀ ବିକ୍ରି ହେବ। ପ୍ରତିଦିନ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes