ସ୍ତ୍ରୀଙ୍କୁ ହତ୍ୟାପରେ ବିଷପିଇ ସ୍ବାମୀର ଆତ୍ମହତ୍ୟା (ଅପଡେଟ)

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ
ସ୍ତ୍ରୀକୁ ପିଟିମାରିବା ପରେ ବିଷପିଇ ସ୍ବାମୀ ଆତ୍ମହତ୍ୟା କରିଛି।

ମୃତ ସ୍ତ୍ରୀ କୁନ୍ତୀ ତଅଁଲା ଓ ସ୍ବାମୀ ଘାଶୀ ତଅଁଲାର ମୃତଦେହ ଜବତ କରି ତଦନ୍ତ ଚଳାଇଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes