ଆସନ୍ତାକାଲି 12 ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା

ପଦ୍ମପୁରରେ ନିର୍ବାଚନ ତାତି ବଢୁଥିବା ବେଳେ ଆଜି ଅଚାନକ ସକାଳେ କେତେକ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ ଏବଂ ସନ୍ଧ୍ୟାରେ କେତେକ ବ୍ୟବସାୟ ପ୍ରତିଷ୍ଠାନରେ ଜିଏସଟି ଚଢ଼ାଉ ହୋଇଥିଲା l
ଏହା ପରେ କ୍ଷୁବ୍ଧ ବଣିକ ସଂଘ ପକ୍ଷରୁ ଆସନ୍ତାକାଲି ସକାଳ 6 ଟାରୁ 12 ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦିଆଯାଇଛି l ତେବେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟକୁ ଏଥିରୁ ବାଦ ଦିଆଯିବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes