ଚୁପକାଦାଦରରେ ଅବକାରୀ ଚଢ଼ଉ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅବକାରୀ ବିଭାଗ ପକ୍ଷରୁ ଆଜି ଖଣ୍ଡହତା ପଞ୍ଚାୟତର ଚୁପକାଦାଦର ଜଙ୍ଗଲରେ ଚଢ଼ଉ କରି ପ୍ରାୟ ୫ ଲିଟର ପରିମାଣର ଦେଶୀ ମଦ ଓ ୧୫୦ କୁଇଣ୍ଟାଲ ମହୁଲ ପୋଚ ଜବତ କରାଯାଇଥିବା ଜଣାପଡ଼ିଛି ।

ଏଥିସହ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes