ଆସନ୍ତାକାଲି ଓଡିଶା ବନ୍ଦ, ସରକାରଙ୍କ ପ୍ରସ୍ତୁତି

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଆସନ୍ତାକାଲି ମଙ୍ଗଳବାର ନବନିର୍ମାଣ କୃଷକ ସଂଗଠନ ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ କଂଗ୍ରେସ ସମର୍ଥନ କରିବାକୁ ଘୋଷଣା କରିଛି l
ରାଜ୍ୟ ସରକାର ଆଇନ ଶୃଙ୍ଖଳା ରକ୍ଷା ଲାଗି ପୁଲିସକୁ ନିର୍ଦ୍ଦେଶ ଦେଇଥିବା ବେଳେ ସମସ୍ତ କର୍ମଚାରୀ ସକାଳ 9 ଟା 30 ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes