ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ସୋନପୁର-ବଲାଙ୍ଗୀର ରୋଡ଼ ପକଉଆନ ହୋଟେଲ ନିକଟରେ ରାତ୍ରି ସମୟରେ ବାଇକ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି ।

ଗୁରୁତର ଦୁଇ ଯୁବକଙ୍କୁ ବୁର୍ଲାକୁ ରେଫର କରାଯାଇ ଥିବା ବେଳେ ଯୁବକଙ୍କ ଘର ଉପରଫବସି ବୋଲି ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes