ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ

ଆମ୍ବୁଲାନ୍ସରେ ବୌଦ୍ଧରୁ ରାୟପୁର ଗଞ୍ଜେଇ ଚାଲାଣ ବେଳେ ବ୍ଲକ ଛକରେ ଧରିଛି ପୁଲିସ।

୪ କ୍ବିଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ମୂଲ୍ୟ ୪୦ ଲକ୍ଷରୁ ଅଧିକ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes