ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଠାବ; ୨ ଗିରଫ

ପ୍ରାୟ ୩୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ପୁଲିସ ।

ଜବତ ସାମଗ୍ରୀରେ ଅଟୋ, ବାଇକ୍, ଲାପଟପ ସହ ୧୦୧ ଚୋରି ମୋବଇଲ ଜବତ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes