ଅଫିସରଙ୍କୁ ଫାଇଲ୍ ଫିଙ୍ଗି ଚର୍ଚ୍ଚାରେ ଚେୟାରପର୍ସନ

ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଉପରକୁ ଫାଇଲ୍ ଫୋପାଡ଼ିବା ଭିଡିଓ ଭାଇରାଲ ହୋଇଛି।

ବାୟୋ ମ୍ୟାଟ୍ରିକ ମେସିନ ସଂଯୋଗ ଓ ଜିଓ ଟାଓ୍ୱାର ସ୍ଥାପନକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଏନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ କହିଛନ୍ତି, ସିଏ ଦୂରରେ ବସିଥିଲେ, ମୁଁ ଫାଇଲ ଫେରାଉ ଥିଲି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes