ଆଦିବାସୀ ମେଳାରେ ଚାରି କୋଟିର ବେପାର

ଭୁବନେଶ୍ୱରର ଇଡ଼କୋ ପ୍ରଦର୍ଶନୀ ମେଳାରେ ଦଶ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଆଜି ସନ୍ଧ୍ୟାରେ ଶେଷ ହୋଇଥିବା ବେଳେ ମୋଟ ସାଢେ 6 ଲକ୍ଷ ଲୋକ ମେଳା ପରିଦର୍ଶନ କରିଛନ୍ତି ଏବଂ ଚାରି କୋଟି ଟଙ୍କାର କାରବାର ହୋଇଛି l

ଆଜି ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ସଚିବ ରଞ୍ଜନା ଚୋପ୍ରା, ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଯୋଗଦେଇ ସରଗିଫୁଲର ଏକ ୟୁଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes