ମୟୁରଭଞ୍ଜ ସରକାରୀ ପଲିଟେକନିକରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ମୟୁରଭଞ୍ଜ ସ୍ଥିତ ସରକାରୀ ପଲିଟେକନିକରେ ପ୍ରାୟ 4.18 କୋଟି ଟଙ୍କା ଖର୍ଚ୍ଚରେ 6 ମାସ ମଧ୍ୟରେ ଆଡ଼ଭାନ୍ସ ମେକାଟ୍ରୋନିକ୍ସରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଜି ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ ଫେଷ୍ଟୋ ଇଣ୍ଡିଆ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes