ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ଆହତ

ଆଜି ଜାମ୍ମୁର ଶୁଞ୍ଜୁୱାନ ଠାରେ ଆତଙ୍କୀବାଦୀଙ୍କ ସହ ଗୁଳି ବିନିମୟରେ ପାଞ୍ଚ ଜଣ ସିଆଇଏସଏଫ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରମୋଦ ପାତ୍ର ନାମକ ଓଡ଼ିଆ ଯବାନ ଥିବା ଖବର ମିଳିଛି l

ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆହତ ଯବାନଙ୍କୁ ଜାମ୍ମୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes