ସ୍କୁଲ ଖରା ଛୁଟିକୁ ନେଇ ପୁନର୍ବିଚାର କରାଯାଇପାରେ :ମନ୍ତ୍ରୀ

ସ୍କୁଲ ଗୁଡିକରେ ଜୁନ ମାସ ବଦଳରେ ମେ ମାସରେ ଖରାଛୁଟି କରିବାକୁ ବିଭିନ୍ନ ସ୍ତରରେ ଦାବି ଉଠିଥିବାରୁ ଖରା ଛୁଟିର ସମୟକୁ ନେଇ ସ୍ଥିତିକୁ ଦେଖି ପୁନର୍ବିଚାର କରାଯାଇପାରେ ବୋଲି ଆଜି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ l

ଚଳିତ ବର୍ଷ ଜୁନ 6 ରୁ 16 ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯିବା ପରେ ବିଭିନ୍ନ ମହଲରେ ଏହି ସମୟକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes