ଆଠ କିଲୋ ଗଞ୍ଜେଇ ସହ ଜଣେ ଗିରଫ

ଖୋର୍ଦ୍ଧା ଜିଲ୍ଳାର ବୋଲଗଡ଼ ଥାନା ଅନ୍ତର୍ଗତ ସୁନାଖଳା ଛକରେ ଆଜି ଅବକାରୀ ବିଭାଗ କର୍ମଚାରୀ ମାନେ ଫୁଲବାଣୀର ସୁଶାନ୍ତ କୁମାର ସାହୁ ନାମକ ଯୁବକକୁ ଅଟକାଇ ତା ଠାରୁ ଆଠ କିଲୋ ଗଞ୍ଜେଇ ଜବତ କରିବା ସହ ତାକୁ ଗିରଫ କରିଛନ୍ତି l

ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 40 ହଜାର ଟଙ୍କା ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes