ପଞ୍ଚାୟତ ପୂର୍ବତନ ସଂପାଦକଙ୍କ ପରଲୋକ

ସୋନପୁର ସଦରବ୍ଲକ ଅନ୍ତର୍ଗତ ଛକୋରମାଲ ଗ୍ରାମପଞ୍ଚାୟତ ପୂର୍ବତନ ସଂପାଦକ ପଞ୍ଚାନନ ମହାକୁର ୭୧ବର୍ଷରେ ପରଲୋକ ଘଟିଛି ଏକମାତ୍ର ଝିଅ ତପସ୍ନୀ ମହାକୁର ଏବଂ ତାଙ୍କ କାକା ରତ୍ନାକର ମହାକୁର ମୁଖାଅଗ୍ନି ଦେଇଥିଲେ ପରିବାରବର୍ଗର ସମସ୍ତ ଉପସ୍ଥିତି ଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes