ଆଜି ୪୮ ଘଣ୍ଟିଆ ପାଇକମାଳ ବନ୍ଦ

ବରଗଡ ଜିଲ୍ଲା ପାଇକମାଳରେ ସିଏଚସି, ଜେଏମ୍ଏଫସି କୋର୍ଟ ସହ ଏନ୍ଏସି ଦାବିରେ ୪୮ ଘଣ୍ଟିଆ ପାଇକମାଳ ବନ୍ଦ ଡ଼ାକରା ଦିଆଯାଇଛି।

ସକାଳ ୬ଟାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes