ଆଜି ୨୨ ସହର ୪୦ ଡିଗ୍ରୀ ଉପରେ, ଅନୁଗୁଳରେ ୪୨.୧

ରାଜ୍ୟରେ ଆଜି ତାପମାତ୍ରା ବୃଦ୍ଧି ପାଇ 22 ଟି ସହରରେ 40 ଡିଗ୍ରୀ ଟପିଥିବା ବେଳେ 9 ଟି ସ୍ଥାନରେ 41 ଡିଗ୍ରୀ ଉପରେ ରହିଛି l.
ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 42.1 ଥିବା ବେଳେ ଭୁବନେଶ୍ୱରରେ ରହିଛି 41.7 ଡିଗ୍ରୀ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes