ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ୨ୟ ପର୍ଯ୍ୟାୟ ଆବେଦନ ଗ୍ରହଣ

ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନଙ୍କ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇଁ ପାଇଁ ୨ୟ ପର୍ଯ୍ୟାୟରେ ମେ’ ମାସରୁ ଆବେଦନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି।

ଏଥି ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ www.rteparadarshi.odisha.gov.in ରେ ଆବେଦନ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଆବେଦନ ଗୁଡିକ ଯାଞ୍ଚ କରାଯାଇ ଲଟେରୀ ମାଧ୍ୟମରେ ନାମ ଚୟନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes