ଆଜି ରେଳମନ୍ତ୍ରୀଙ୍କ ଓଡିଶା ଗସ୍ତ

ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ବେଳେ ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପର ନିରୀକ୍ଷଣ କରିବା ସହ ମହିପୁର-ନୂଆ ଗାଁ ରୋଡ଼ ସେକ୍ସନର ଶୁଭାରମ୍ଭ କରିବେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଅଚ୍ୟୁତ ସାମନ୍ତ ,ରାଜେନ୍ଦ୍ର କୁମାର ସାହୁ ,ରାଜେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହିବେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes