ଭାଲୁ ଆକ୍ରମଣ ରେ ଜଣେ ଗୁରୁତର

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମାଛଗଡ଼ ବିଟ ଜୟପୁର ଗ୍ରାମରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଗୁରୁବାର ସକାଳୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି।

ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କୃଷ୍ଣ ଚନ୍ଦ୍ର ମହାରଣା। ଭାଲୁ ଆକ୍ରମଣରେ ତାଙ୍କ ସଂବେଦନ ଶୀଳ ଅଙ୍ଗ ସହ ଜଙ୍ଘରେକ୍ଷତ ସୃଷ୍ଟି ହୋଇଛି।ତାଙ୍କୁ ପ୍ରଥମେ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି। ସେ ଶୌଚ ହେବା ପାଇଁ ଗାଁ ପୋଖରୀ କୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes