ଆଜି ବସିବ ରଥ ସମନ୍ବୟ କମିଟି ବୈଠକ

ଦୀର୍ଘ ଦୁଇ ବର୍ଷ ପରେ ଆଜି ଦିନ ୧୧ଟାରେ ବସିବ ପ୍ରଥମ ରଥ ସମନ୍ବୟ କମିଟି ବୈଠକ।

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେଉଥିବା ବେଳେ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିବେ। ୧୬ଟି ପ୍ରସଙ୍ଗକୁ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes