ବିକାଶ ପରିଷଦର ଚମ୍ପୁଆ ବନ୍ଦ ଡାକରା

କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ପ୍ରଶାସନ ଜମି ଯୋଗାଇ ନଦେବାରୁ ପ୍ରତିବାଦ କରି ଚମ୍ପୁଆ ବନ୍ଦ ଡାକରା ଦେଇଛି ଚମ୍ପୁଆ ବିକାଶ ପରିଷଦ ।

ଫଳରେଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ଯାନବାହାନ ଚଳାଚଳ ବନ୍ଦ ରହିବା ସହ ଚମ୍ପୁଆରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes