ଆଜି ପହିଲି ରଜ, ଗାଁ ଗହଳି ଉତ୍ସବ ମୁଖର

ଆଜି ପହିଲି ରଜ ପାଇଁ ଗାଁ ଗହଳି ଉତ୍ସବମୁଖର ହୋଇ ଉଠିଛି l ରଜ ପାନ, ଦୋଳି ଖେଳ, ଲୁଡୁ, ତାସ ଓ ବାଗୁଡ଼ି ଖେଳ ଗାଁ ଦାଣ୍ଡରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes