ବିଲ ଭିତରୁ ମାଆପୁଅଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ନନ୍ଦୀପଦା ଥାନା ଜାବିନିପୁର ଗାଁ ନିକଟ ବିଲ ଭିତରୁ ମାଆପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତକମାନେ ଆନନ୍ଦପୁର ଥାନା ମନୋହରପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ମାଆର ବୟସ ପ୍ରାୟ ୬୦ ବର୍ଷ ଓ ପୁଅର ବୟସ ୩୫ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes