ଆଜି ଦିନ ୮.୩୦ରେ ୩୨.୨ ଡ଼ିଗ୍ରୀ

ଆଜି ଦିନ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୨.୨ ଡ଼ିଗ୍ରୀ ତାପମାତ୍ରା ଏବଂ ୭୭% ଆଦ୍ରତା ରେକର୍ଡ ହୋଇଛି।

ଏ ନେଇ ସ୍ଥାନୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes