୧୮ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର

ଆଜି ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି।ମୋଟ ୧୮ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି।

‘ମୋ ଘର’ ଯୋଜନାରେ ବାଜିଲା କ୍ୟାବିନେଟ ମୋହର । ନୂଆ ଯୋଜନାର ଶୁଭାରମ୍ଭ କଲେ ରାଜ୍ୟ ସରକାର ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes