ଆଜି ଏସଡିଜେଏମ କୋର୍ଟରେ ହାଜର ହେବ ଅର୍ଚ୍ଚନା ନାଗ୍

ମାୟାବିନୀ ଅର୍ଚ୍ଚନା ନାଗ ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେବ।

ଅକ୍ଷୟ ପରିଜାଙ୍କୁ ୩ କୋଟିର ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ହାଜର ହେବେ। ସେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes