ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା କିଆଁଗଡିଆ ନିକଟ ପରିତ୍ୟକ୍ତ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ଘର ଝରକାରେ ଗାମୁଛାରେ ମୃତଦେହ ଝୁଲୁଛି। ମୃତ ଯୁବକ ସରବଣୀ ଗାଁର ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ କରୁଛି।
Credible Local News of Odisha