ଆଜି ଅନୁଗୁଳ ଆସୁଛନ୍ତି ୩ କେନ୍ଦ୍ରମନ୍ତ୍ରୀ

ଆଜି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦରେ ନବନିର୍ମିତ ଇ ଏସ୍ ଆଇ ହସ୍ପିଟାଲର ଉଦଘାଟନୀ ଉତ୍ସବରେ ଯୋଗଦେବାପାଇଁ ତିନିଜଣ କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି ।

ଏହି ୧୦୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ କେନ୍ଦ୍ର ଶ୍ରମ ମନ୍ତ୍ରୀ ଉପେନ୍ଦ୍ରର ଯାଦବ ଉଦଘାଟନ କରିବେ ଏବଂ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ,ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେବେ ବୋଲି ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes